Jump to content

ପୋଛୁଣୀ

ଉଇକିଅଭିଧାନ‌ରୁ

ପୋଛୁଣୀ

ଉଚ୍ଚାରଣ

[ସମ୍ପାଦନା]

(ପୋଛଣୀ—ଅନ୍ୟରୂପ)

  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରୋଞ୍ଛନୀ)

[ସମ୍ପାଦନା]

ପୋଛିବା କନା — Duster; a rag with which something is wiped.

ଲହୁଣୀ ପୋଛୁଣୀ ପ୍ରାଏ ହୋଇଛି ଚିକ୍ମଣ ପ୍ରାଚୀ, ବ୍ରହ୍ମନିରୁପଣ ଗୀତା