ପୋଛେଇବା
ଦେଖଣା
ପୋଛେଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି.
[ସମ୍ପାଦନା]- ୧. ପୋଛିବା କ୍ରିୟାର ଣିଜନ୍ତରୂପ — ୧. The causative form of Pochhibā.
- ୨. ଅନ୍ୟଦ୍ୱାରା ପୋଛିବା କ୍ରିୟା କରାଇବା — ୨. To cause another person to sweep or wipe out.
ଦ୍ରୌପଦୀ ବାଳ ଧରି ମୋ ଆଗରେ ଆଜି କେ ଥାନ୍ତା ଯମ ହାତେ ନ ପୋଛାଇ ପାଞ୍ଜି— କୃଷ୍ଣସିଂହ, ମହାଭାରତ, ସଭା