ପୋଟ
ଦେଖଣା
ପୋଟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପୁଟ ଧାତୁ=ସଂଯୁକ୍ତ ହେବା+ଭାବ. ଅ)
[ସମ୍ପାଦନା]- ୧. ଯୋଗ; ସଂଯୋଗ — ୧. Joining; connection.
- ୨. ଘରର ମୂଳଦୁଆ — ୨. Foundation of a house.
- ୩. ମିଳନ — ୩. Mixing; meeting.
- ୪. ସଭାବ; ମନର ମେଳ — ୪. Friendship; agreement.
- ୫. ସ୍ପର୍ଶ — ୫. Touch (Apte).
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପୁଟ (ଦେଖ) - — Puṭa (See)