Jump to content

ପୋଟଗଳ

ଉଇକିଅଭିଧାନ‌ରୁ

ପୋଟଗଳ

ଉଚ୍ଚାରଣ

[ସମ୍ପାଦନା]

(ପୋଟଗଳକ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ପୋଟ=ମିଳନ+ଗଳ ଧାତୁ= ଗମନ କରିବା+ଅ)

[ସମ୍ପାଦନା]
୧. ନଳ ତୃଣ; କାଣ୍ଡଶର ଘାସ — ୧. A sort of reed; Arunda Tabialis.
୨. କାଶ ତୃଣ — ୨. A sort of grass; Saccharum Spontanium.
୩. ମତ୍ସ୍ୟ — ୩. Fish.
୪. ଏକପ୍ରକାର ସାପ (ହିନ୍ଦୀ - ଶ) — ୪. A kind of serpent.