Jump to content

ପୋଟଳା ପୋଟଳି

ଉଇକିଅଭିଧାନ‌ରୁ

ପୋଟଳା ପୋଟଳି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ପୋଚଳ)

[ସମ୍ପାଦନା]
୧. ପରସ୍ପର ପ୍ରେମରେ ଆଲିଙ୍ଗନ କରିବା — ୧. Mutual embracing.
୨. ବଡ଼ ଓ ସାନ ପୋଟଳାମାନ; ସବୁ ଲୁଗାପଟା — ୨. Small and big packets; bag and baggage.

ଦେଶଜ - ବିଶେଷଣ -

[ସମ୍ପାଦନା]

ପ୍ରେମାଲିଙ୍ଗନରେ ପରସ୍ପର ଜଡ଼ିତ — Embracing each other.

ଏରୂପେ କହୁଁ କହୁଁ ଆନନ୍ଦ ଉଛୁଳି ଉଡନ୍ତେ ସେ ହୋଇଗଲେ ପୋଟଳା ପୋଟଳି— କୃଷ୍ଣସିଂହ ମହାଭାରତ ଆଦି