Jump to content

ପୋଟଳି

ଉଇକିଅଭିଧାନ‌ରୁ

ପୋଟଳି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ସଂସ୍କୃତ - ପୋଟଳିକା) ଛୋଟ ପୋଟଳା; ଛୋଟ ପୁଡ଼ା — ୧. A small packet or package.
୨. (ସଂସ୍କୃତ - ପଟଳ) ପଟୀ — ୨. Bandage.

(ଯଥା—ଅନ୍ଧ ପୋଟଳି)

୩. (ସଂସ୍କୃତ - ପୋଟଳ) ମିଳନ ବା ସ୍ନେହାଲିଙ୍ଗନ ଉପଲକ୍ଷେ ବନ୍ଧର ପ୍ରଦତ୍ତ ଉପଢୌକନ — A present given when a person meets a friend.

(ଯଥା—ନଣନ୍ଦ ପୋଟଳି)