Jump to content

ପୋଟେଈ

ଉଇକିଅଭିଧାନ‌ରୁ

ପୋଟେଈ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]
୧. ନିୟମିତରୂପେ ଯେଉଁ ସ୍ତ୍ରୀର ଋତୁ ମାସକୁ ମାସ ହେଉ ନ ଥାଏ — ୧. (a woman) Whose monthly course is not regular.
୨. ଯେଉଁ ସ୍ତ୍ରୀର ମାଂସବଳୀ ପେଟ ଆଦିରୁ ଓହୋଳି ପଡି ଥାଏ; ସ୍ଥୂଳକାୟା ସ୍ତ୍ରୀ — ୨. (a woman) Whose flesh bulges out of the belly in folds; fat.