Jump to content

ପୋଡ଼

ଉଇକିଅଭିଧାନ‌ରୁ

ପୋଡ଼

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୁଟ ଧାତୁ)

[ସମ୍ପାଦନା]
୧. ପୋଡିବା; ଦାହ — ୧. Burning.
୨. ତତାଇବା; ଉତ୍ତାପନ — ୨. Heating a thing in fire.
୩. ଇଟା ବା ହାଣ୍ଡି ଆଦି ନିଆଁରେ ପୋଡା ହେବାର ପ୍ରକାର — ୩. The quality of a brick or earthen pot after it is burnt.

(ଯଥା—ଏ ଇଟାର ଭଲ ପୋଡ ହୋଇଛି)

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ପୋଢ଼; ଅଣ୍ଡିରା ମଇଁଷି — A male buffalo.

ବିଶେଷଣ -

[ସମ୍ପାଦନା]

ବଡ଼ — Great.