Jump to content

ପୋଡ଼ା ମୁଢ଼ି

ଉଇକିଅଭିଧାନ‌ରୁ

ପୋଡ଼ା ମୁଢ଼ି

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

(ପୋଡ଼ା ମୁଢ଼ି ପରି) ଅଖାଦ୍ୟ ଓ ମୁଲ୍ୟହୀନ ବସ୍ତୁ — A worthless and valueless thing (as burnt parched rice.

[ଦ୍ରଷ୍ଟବ୍ୟ —ମୁଁ ତାଙ୍କ ଘରେ ଦୁଇ ଦିନ ଉପବାସ ରହିଲି ଯେ ମୋତେ ପୋଡ଼ା ମୁଢ଼ି ଗଣ୍ଡାଏ ସୁଦ୍ଧା କେହି ଖାଇବାକୁ ଦେଲେ ନାହିଁ]