ପୋଡ଼ା ମୁହାଁ
ଦେଖଣା
ପୋଡ଼ା ମୁହାଁ
ଉଚ୍ଚାରଣ
[ସମ୍ପାଦନା](ପୋଡ଼ପାଡ଼ମୁହାଁ—ଅନ୍ୟରୂପ)
(ପୋଡ଼ାମୁହାଁ—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ପୋଡ଼ା ମୁହାଁ
|
ଦେଶଜ - ବିଶେଷଣ - ପୁଂ. (ଗାଳିରେ ବ୍ୟବହୃତ)
[ସମ୍ପାଦନା]- ୧. ମୁହଁପୋଡ଼ା; ଯାହାର ମୁହଁ ପୋଡ଼ା ଯାଇଅଛି ୧. Having a burnt or charred face.
- ୨. ଅମଙ୍ଗୂଳିଆ — ୨. Bringing ill luck.
- ୩. ଅସୁନ୍ଦରମୁହାଁ — ୩. Having an ugly face.