Jump to content

ପୋଡ଼ା ମୁହାଁ ବାନ୍ଦର

ଉଇକିଅଭିଧାନ‌ରୁ

ପୋଡ଼ା ମୁହାଁ ବାନ୍ଦର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]
(ପୋଡ଼ା ମୁହୀଁ ବାନ୍ଦରୀ—ସ୍ତ୍ରୀ) 

ଦେଶଜ - ବିଶେଷ୍ୟ - ପୁଂ. (ଗାଳିବିଶେଷ)

[ସମ୍ପାଦନା]
୧. ଅସୁନ୍ଦରମୁହାଁ ବ୍ୟକ୍ତି — ୧. A person with a very ugly face.
୨. ହନୁ ମାଙ୍କଡ଼ — ୧. Blac-faced monkey; Entellus.

[ଦ୍ରଷ୍ଟବ୍ୟ —ହନୁ ମାଙ୍କଡ଼ ମୁହଁ କଳା ଦେଖା ଯାଉଥିବାରୁ ଲୋକେ କହନ୍ତି ଯେ ହନୁମାନ ଲଙ୍କା ପୋଡ଼ି ସାରି ଉକ୍ତ ପାଉଁଶକୁ କରତଳରେ ମଳି ମୁହଁରେ ବୋଳି ଦେଇଥିବାରୁ ଓ ପାଉଁଶ ଉପରେ ଚାଲି ଥିବାରୁ ତାହାର ବଂଶଧରମାନଙ୍କ ମୁହଁ, ପାଦ ଓ ଲେଡ଼ି କଳା ହୋଇଗଲା]