ପୋଡ଼ିପାଡ଼ି ଦେବା
ଦେଖଣା
ପୋଡ଼ିପାଡ଼ି ଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପୋଡ଼ିପାଡ଼ି ଦେବା
|
ଦେଶଜ - କ୍ରି—(ନିରର୍ଥକ ସହଚର ଶବ୍ଦ)
[ସମ୍ପାଦନା]- ୧. ନିଃଶେଷ ରୂପେ ପ଼ଡ଼ି ଦେବା — ୧. To burn a thing to ashes.
(ଯଥା—ସୈନ୍ୟମାନେ ଗ୍ରାମକୁ ପୋଡ଼ିପାଡ଼ି ଦେଲେ)
- ୨. (ଲକ୍ଷଣାର୍ଥ) ସର୍ବଥା ମନରୁ ପାଶୋରି ଦେବା — ୨. (figurative) To forget a thing totally.