ପୋଡ଼ି ଖାଇବା
ଦେଖଣା
ପୋଡ଼ି ଖାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପୋଡ଼ି ଖାଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ଲକ୍ଷଣାର୍ଥ) ସର୍ବଥା ତ୍ୟାଗ କରିବା — ୧. (figurative) To give up altogether.
(ଯଥା—ଏବେ ଭୁଆଷୁଣୀମାନେ ଲାଜକୁ ପୋଡ଼ି ଖାଇଲେଣି)
- ୧. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିର ସର୍ବନାଶ ଘଟାଇବା — ୨. (figurative) To cause a person's rain.
- ୩. ପାଶୋରି ପକାଇବା — ୩. To forget.