ପୋଡ଼ି ଦେବା
ଦେଖଣା
ପୋଡ଼ି ଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପୋଡ଼ି ଦେବା
|
[ପୋଡ଼ି ପକା(କେ)ଇବା—ଅନ୍ୟରୂପ]
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ବସ୍ତୁକୁ ଅଗ୍ନିଦ୍ୱାରା ଭସ୍ମୀଭୁତ କରିବା — ୧. To burn to ashes.
- ୨. (ଲକ୍ଷଣାର୍ଥ) ବିନାଶ କରିବା; ନଷ୍ଟ କରିବା — ୨. (figurative) To destroy.
(ଯଥା—କାକର ପଦ୍ମବନକୁ ପୋଡ଼ିଦେଲା)
- ୩. ନ ମାନିବା — ୩. To disregard; to ignore.
ତେ ସ୍ନେହ ସୁରା ପାନ କଲୁ ବିଧି ନିଷେଧ ପୋଡ଼ି ଦେଲୁ— ଭୂପତି, ପ୍ରେମପଞ୍ଚାମୃତ
- ୪. (ନିଆଁରେ ନଷ୍ଟ କରିବାଭଳି ବା ଅଙ୍ଗାର କରିବା ଭଳି) କୌଣସି ପଦାର୍ଥକୁ ନଷ୍ଟ ବା କଳା କରିଦେବା — ୪. To spoil or turn a thing black (as if it were burnt by fire; to char.
(ଯଥା—କୁହୁଡ଼ି ଆମ୍ୱବଉଳଯାକ ପୋଡ଼ି ଦେଲା)