Jump to content

ପୋଡ଼ି ଯାଉ

ଉଇକିଅଭିଧାନ‌ରୁ

ପୋଡ଼ି ଯାଉ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ. (ଖେଦ ବା ବିରକ୍ତିବ୍ୟଞ୍ଜନ ଉକ୍ତି)

[ସମ୍ପାଦନା]
୧. ଛାଡ଼ ସେ କଥା ! ଅମୁକ ବିଷୟରେ ଉଲ୍ଲେଖ କରନାଁ — ୧. Dont mentaion the subject.

(ଯଥା—ମୋ ଦିହ କଥା ପୋଡ଼ି ଯାଉ ! ମୋ ବାବାଙ୍କ ଦିହ ତ ଭଲ ହେବାକୁ ନାହିଁ)


୨. (ଅମୁକ ବସ୍ତୁ ବା ବିଷୟ) ଥିଲେ କେତେ, ଗଲେ କେତେ?; (ଉକ୍ତ ପ୍ରସଙ୍ଗ ବା ବସ୍ତୁ) ଚୁଲିକି ଯାଉଁ — ୨. Damn (the matter) ! I care a fig for it ! Let it go to dogs.

ବୁଢ଼ା ମାକଡ଼ରେ ବୁଢ଼ା ମାକଡ଼ ! (ମେ) ବର କୋଳି ପାଚିଲା; ପୋଡ଼ି ଯାଉ ତୋ ବରକୋଳି, ମୋ ଟିରିକି ନାଚିଲା ବୁଢ଼ାମାଙ୍କଡ଼ କାହାଣୀ