Jump to content

ପୋଡ଼ୁଅ

ଉଇକିଅଭିଧାନ‌ରୁ

ପୋଡ଼ୁଅ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ପୋଢ଼ (ଦେଖ) - ୧. Poṟḍ̠ẖa (See)

ପାକ ମାଂସ ଗିରି କିଣି, କୁଢ଼ାଇଲେ ଦୈତ୍ୟେ ଆଣି ସହସ୍ରେ ପୋଡ଼ୁଆ ଛେଳି ପାଶେ ଛାଡ଼ିଲେ ବିଶ୍ୱନାଥ, ବିଚିତ୍ରରାମାୟଣ

୨. ମାଛ ଧରିବାର ଯନ୍ତ୍ରବିଶେଷ; ପୋଳୁଅ — ୨. An upturned basket-like contrivance with an opening at the top for catching fish.

[ଦ୍ରଷ୍ଟବ୍ୟ —ପୋଳୁଅ ତଳେ ନୋଟ ଦେଖ]