Jump to content

ପୋଡ଼ୁଅ ମାହାର

ଉଇକିଅଭିଧାନ‌ରୁ

ପୋଡ଼ୁଅ ମାହାର

ଉଚ୍ଚାରଣ

[ସମ୍ପାଦନା]

ପୋଢୁଅ ମାହାର, ପୋଡ଼ୁଅ ମାହାରିଆଅନ୍ୟରୂପ

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ଯେଉଁ ପିଲା ହଳେ ମଇଁଷି ଚରାଇବାକୁ ନିଏ — A boy who takes out a pair of buffaloes for grazing.