Jump to content

ପୋଡ଼େଇବା

ଉଇକିଅଭିଧାନ‌ରୁ

ପୋଡ଼େଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ପୋଡ଼ିବା କ୍ରିୟାର ଣିଜନ୍ତ ରୂପ — ୧. The causative form of Poṟḍ̠ibā.
୨. ଅନ୍ୟଦ୍ୱାରା ପୋଡ଼ିବା କ୍ରିୟା କରାଇବା — ୨. To cause to be burnt;

ବାସ ଲାଙ୍ଗୂଳେ ବେଢ଼ାଇ ବହ୍ନିରେ ଦେଲା ପୋଡ଼ାଇ ଭଞ୍ଜ, ବୈଦେହୀଶବିଳାସ