Jump to content

ପୋଡ଼ ପିଠା

ଉଇକିଅଭିଧାନ‌ରୁ

ପୋଡ଼ ପିଠା

ଉଚ୍ଚାରଣ

[ସମ୍ପାଦନା]

(ପୁଡ଼ପିଠା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୁଟ ଓ ପିଷ୍ଟକ)

[ସମ୍ପାଦନା]

ଚାଉଳ ଓ ବିରି ବଟାରେ ମିଠା ଓ ମସଲା ଆଦି ଗୋଳି ତାକୁ କଦଳୀ ପତ୍ରରେ ପିଣ୍ଡୁଳା କରି ବାନ୍ଧି ପାଉଁଶ ମଧ୍ୟରେ ପୋତି ଉପରେ ଓ ତଳେ ଦହକ ନିଆଁର ଉତ୍ତାପରେ ସିଦ୍ଧ କରି ପ୍ରସ୍ତୁତ କରିବା ପିଠା — A cake made of a packet containing kneaded and sweetened flour-paste baked inside a heap of live charcoal and hot ashes.