ଦେଶଜ - ବିଶେଷଣ - (ସଂସ୍କୃତ - ପ୍ରଥମ, ପ୍ରା. ପଢ଼ମ)
[ସମ୍ପାଦନା]
- ୧. ପ୍ରଥମ — ୧. First.
- ୨. ପ୍ରଥମଜାତ; ମାତା ଗର୍ଭରୁ ଜାତ ସର୍ବଜ୍ୟେଷ୍ଠ (ସନ୍ତାନ) — ୨. First born; eldest (child).
(ଯଥା—ପୋଢୁଆଁ ପୁଅ; ପୋଢୁଆଁ ଝିଅ)
[ଦ୍ରଷ୍ଟବ୍ୟ —ପୋଢୁଆଁ ପିଲାର ପରେ ଜନ୍ମ ହେବା ସନ୍ତାନକୁ ଦୁଆ— ପୋଢୁଆଁ କହନ୍ତି]