ପୋଢୁଆଁ ଅଷ୍ଟମୀ
ଦେଖଣା
ପୋଢୁଆଁ ଅଷ୍ଟମୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପୋଢୁଆଁ ଅଷ୍ଟମୀ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପ୍ରଥମାଷ୍ଟମୀ; ମାର୍ଗଶିର କୃଷ୍ଣ ଅଷ୍ଟମୀ — The ୮th of the dark fortnight of the month of Mārgaṡira.
[ଦ୍ରଷ୍ଟବ୍ୟ —ଓଡ଼ିଶାରେ ଏ ଦିନ ଘରର ଜ୍ୟେଷ୍ଠ ସନ୍ତାନ ନୂଆ ଲୁଗା ପିନ୍ଧେ ଓ ତାର ବନ୍ଦାପନା କରାଯାଏ ଓ ଘରେ ହଳଦିପତ୍ରରେ ସିଝା ପିଠାଆଦି ହୁଏ]