Jump to content

ପୋଢୁ(ହାଁ)

ଉଇକିଅଭିଧାନ‌ରୁ

ପୋଢୁ(ହାଁ)

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ପ୍ରଥମ, ପ୍ରା. ପଢ଼ମ)

[ସମ୍ପାଦନା]
୧. ପ୍ରଥମ — ୧. First.
୨. ପ୍ରଥମଜାତ; ମାତା ଗର୍ଭରୁ ଜାତ ସର୍ବଜ୍ୟେଷ୍ଠ (ସନ୍ତାନ) — ୨. First born; eldest (child).

(ଯଥା—ପୋଢୁଆଁ ପୁଅ; ପୋଢୁଆଁ ଝିଅ)

[ଦ୍ରଷ୍ଟବ୍ୟ —ପୋଢୁଆଁ ପିଲାର ପରେ ଜନ୍ମ ହେବା ସନ୍ତାନକୁ ଦୁଆ— ପୋଢୁଆଁ କହନ୍ତି]