Jump to content

ପୋତ

ଉଇକିଅଭିଧାନ‌ରୁ

ପୋତ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ପୂ ଧାତୁ=ପବିତ୍ର କରିବା+କର୍ମ. ତ)

[ସମ୍ପାଦନା]
୧. ବୋଇତ; ସମୁଦ୍ରଯାନ; ଜାହାଜ — ୧. A ship; a sea-going vessel.
୨. ଜୀବଶିଶୁ; ଶାବକ — ୨. The young of an animal.
୩. ଦଶବର୍ଷବୟସ୍କ ହାତୀ ଛୁଆ — ୩. A young elephant of ୧୦ years of age.


୪. ନୌକା —୪. Boat.
୫. ବହିତ୍ର; ଆହୁଲା —୫. An oar.
୬. ଗୃହ ନିର୍ମାଣର ସ୍ଥାନ; ବାସ୍ତୁ (ମେଦିନୀ) — ୬. The site of a house.
୭. (ପୋତନ୍ ଶବ୍ଦ; ୧ମା. ୧ବ.) ବସ୍ତ୍ର — ୭. Cloth.
୮. କେର୍ପାଲ୍; ପାଲ —୮. Paulin.

ଦେଶଜ - ବିଶେଷ୍ୟ - (ପାନବରଜି)

[ସମ୍ପାଦନା]

ତେରଛା ବାଗରେ ପୋତା ଯାଇ ଦୁଆକ ଓ ମୁଠା ଗଣ୍ଠିରେ ପରସ୍ପର ସଂଲଗ୍ନ ହୋଇଥିବା ଖୁଣ୍ଟ ଦ୍ୱୟ —Poles put slantingly against each other and tied together at the top to train two opposite betel creepers.