Jump to content

ପୋତକୀ

ଉଇକିଅଭିଧାନ‌ରୁ

ପୋତକୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ପୂତ୍ ନାମ ଧାତୁ=ଦୁର୍ଗନ୍ଧ ହେବା+କର୍ତ୍ତୃ. ଅକ+ଈ)

[ସମ୍ପାଦନା]
୧. ପୋଇ ଶାଗ; ପୂତିକା — ୧. Basella (potherb).
୨. ଶ୍ୟାମା ପକ୍ଷୀ; ଗୁହୁକାଳିକା ଚଢ଼େଇ —୨. The pied myna bird; Sturnopaster Centra.