Jump to content

ପୋତକୁଳି

ଉଇକିଅଭିଧାନ‌ରୁ

ପୋତକୁଳି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବନ୍ୟ ବୃକ୍ଷବିଶେଷ ଓ ତହିଁର ଫଳ — Ficus Cunia tree and berry (Haines).

[ଦ୍ରଷ୍ଟବ୍ୟ —ଏ ଗଛ ନଈ ଓ ଝର ନିକଟରେ ଜନ୍ମେ ଓ ସନ୍ତସନ୍ତିଆ ଜମିରେ ବଢ଼େ ଏହାର ପାଚିଲା ଫଳ ଲୋକେ ଖାଆନ୍ତି ଏହାର ଡାଳରେ ଲାଖ ପୋକ ବସା ବାନ୍ଧନ୍ତି]