Jump to content

ପୋତନ

ଉଇକିଅଭିଧାନ‌ରୁ

ପୋତନ

ଉଚ୍ଚାରଣ

[ସମ୍ପାଦନା]
(ପୋତନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ପୂ ଧାତୁ=ପବିତ୍ର କରିବା+ତନ)

[ସମ୍ପାଦନା]
୧. ପବିତ୍ରକାରକ —୧. Purifying.
୨. ଶୁଦ୍ଧ; ପବିତ୍ର (ହିନ୍ଦୀ - ଶ.) —୨. Pure.
୩. ସ୍ୱଚ୍ଛ (ହିନ୍ଦୀ - ଶ.) —୩. Transparent.