ପୋତା
ଦେଖଣା
ପୋତା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପୃ ଧାତୁ+କର୍ତ୍ତୃ. ତୃ; ୧ମା. ୧ବ.)
[ସମ୍ପାଦନା]- ୧. ବିଷ୍ଣୁ — ୧. Bishṇu.
- ୨. ଯଜ୍ଞାଦି କର୍ମରେ ନିୟୋଜିତ ପୁରୋହିତବିଶେଷ — ୨. One of the priests commissioned to officiate at a sacrifice.
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରୋତ୍ଥ)
[ସମ୍ପାଦନା]- ୧. ପୋତିବା — ୧. Burying.
- ୨. (ସଂସ୍କୃତ - ପ୍ରୋତ୍ଥିତ) ଭୂମି ମଧ୍ୟରେ ପୋତା ଥିବା ଘରର; କାନ୍ଥର ବା ଖୁଣ୍ଟର ଅଂଶ; ମୂଳଦୁଆ — ୨. Fcundation; the part of a wall; pillar etc below the ground level.
ଅଣଗାତେ ଅଣଖମ୍ୱ ପକାଉଛି ପୋତା—ପ୍ରାଚୀ. ବ୍ରହ୍ମନିରୂପଣଗୀତା
ବିଶେଷଣ -
[ସମ୍ପାଦନା]ଭୂଗର୍ଭରେ ପ୍ରୋଥିତ (ଧନ) — Buried; hoarded in a pit (treasure).
ଅନୁବାଦ
[ସମ୍ପାଦନା]ପୋତା
|
ପ୍ରାଦ. (ବସ୍ତର) ବିଶେଷ୍ୟ -
[ସମ୍ପାଦନା]ଅଖା; ବସ୍ତା —Gunny bag.
ବୈଦେଶିକ - (ଫାରାସୀ - ଫୋତା)
[ସମ୍ପାଦନା]- ୧. ଅଣ୍ଡକୋଷ — ୧. Testicle.
- ୨. ଅଣ୍ଡକୋଷ ଆଚ୍ଛାଦକ ମାଂସ ଓ ଚର୍ମ —୨. Scrotum.