ପୋତାଇବା
ଦେଖଣା
ପୋତାଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା](ପୋତିବା କ୍ରିୟାର ଣିଜନ୍ତରୂପ) — The causative form of Potibā.
ଅନ୍ୟଦ୍ୱାରା ପୋତିବା କ୍ରିୟା କରାଇବା — To cause to be buried or planted.
ନଗରହାରେ ପୂର୍ଣ୍ଣକୁମ୍ଭ ଥପାଇଲେ ପୋତାଇ ରମ୍ଭାତରୁ ତୋରଣା ବାନ୍ଧିଲେ—କୃଷ୍ଣସିଂହ. ମହାଭାରତ. ଶାନ୍ତି