ପୋତାମୁହାଁ
ଦେଖଣା
ପୋତାମୁହାଁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପୋତାମୁହାଁ
|
(ପୋତାମୁହୀଁ—ସ୍ତ୍ରୀ)
ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ଯେଉଁ ବ୍ୟକ୍ତି ମୁହଁକୁ ସର୍ବଦା ତଳକୁ ନୁଆଇଁ ଥାଏ —Having a down-cast face; one who always turns his face towards the ground.
[ଦ୍ରଷ୍ଟବ୍ୟ —ଏମାନେ କପଟୀ ଓ ଧୂର୍ତ୍ତ ଥିବାର ଲୋକଙ୍କର ବିଶ୍ୱାସ]