Jump to content

ପୋତା ନୋତା ନିଧି ନିଖାତ

ଉଇକିଅଭିଧାନ‌ରୁ

ପୋତା ନୋତା ନିଧି ନିଖାତ

ଉଚ୍ଚାରଣ

[ସମ୍ପାଦନା]

(ପୋତା ନୋତା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସହଚର ଶବ୍ଦ; କବଲା ଆଦିରେ ବ୍ୟବ— ହୃତ ଶବ୍ଦଚୟ)

[ସମ୍ପାଦନା]

(ବିକ୍ରି ହେଉଥିବା ସମ୍ପତ୍ତିରେ) ଭୂଗର୍ଭରେ ଥିବା ଓ ଭୂପୃଷ୍ଠରେ ଥିବା ସର୍ବପ୍ରକାର ଧନ —Every kind of riches found below or above the ground. (of the conveyed property).