ପୋତା ଯେତେ ଉଭା ସେତେ
ଦେଖଣା
ପୋତା ଯେତେ ଉଭା ସେତେ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପୋତା ଯେତେ ଉଭା ସେତେ
|
ଦେଶଜ - (ପ୍ରବଚନ)
[ସମ୍ପାଦନା]- ୧. ଯେଉଁ ଘରର କାନ୍ଥ ବା ଖୁଣ୍ଟ ଭୂମି ଉପରକୁ ଯେତେ ଉଠିଥାଏ ଭୂମି ତଳେ ମୂଳଦୁଆ ସେତିକି ଥାଏ —୧. A house having its foundation below the ground equal to the structure above it.
- ୨. (ଲକ୍ଷଣାର୍ଥ) ଯେଉଁ ବ୍ୟବସାୟୀ ବ୍ୟକ୍ତି ବାଣିଜ୍ୟରେ ଯେତେ ମୂଳଧନ ବାହାରେ ଲଗାଇ ଥାଏ, ଅସମୟ ପାଇଁ ତାହାର ଘରେ ସେତିକି ପାଣ୍ଠି ମଧ୍ୟ ଜମା ରଖିଥାଏ — ୨. (figurative) A trader who has as much cash in reserve (for unforseen contingencies) as he has invested in trade.
[ଦ୍ରଷ୍ଟବ୍ୟ —ଯେଉଁ ଗୃହର ପୋତା ଯେତେ ଉଭା ତେତେ ସେହି ଗୃହ କୁବ୍ ବଜଭୁତ୍ ଓ ସ୍ଥାୟୀ ହୁଏ ଅତଏବ ଯେଉଁ ବ୍ୟକ୍ତି ଯେତେ ଟଙ୍କା ବାହାରେ ଖଟାଇଥାଏ, ଘରଭିତରେ ଯେବେ ସେତିକି ଟଙ୍କା ଜମା ରଖିଥାଏ ତେବେ ଏପରି ଉପମା ଦିଆଯାଏ ଓ ସେ ବ୍ୟକ୍ତି ସହଜରେ ବ୍ୟବସାୟରେ ହାରିଯାଏ ନାହିଁ]