ପୋତ୍ର
ଦେଖଣା
ପୋତ୍ର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପୃତ୍ ଧାତୁ=ପବିତ୍ର କରିବା+କରଣ. ତ୍ର)
[ସମ୍ପାଦନା]- ୧. ଶୁକରର ମୁଖଗ୍ର; ଘୁଷୁରି ଥୋମଣି — ୧. The snout of a hog.
- ୨. ହଳମୁଖ; ଲଙ୍ଗଳର ଫାଳ; ଲଙ୍ଗଳ ଲୁହା — ୨. Ploughshare; plough-point.
- ୩. ବଜ୍ର —୩. Thunderbolt.
- ୪. କ୍ରୋଡ଼ —୪. Lap; bosom.
- ୫. ବହିତ୍ର; ଆଉଲା —୫. Rudder; oar.
- ୬. ନାବ (ହିନ୍ଦୀ - ଶ) —୬. Boat.