Jump to content

ପୋଥକୀ

ଉଇକିଅଭିଧାନ‌ରୁ

ପୋଥକୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଶିଶୁମାନଙ୍କର ଆକ୍ଷିଡୋଳାରେ କଣ୍ଡୁ ଓ ସ୍ରାବଯୁକ୍ତ ରଙ୍ଗ ସୋରିଷ ତୁଲ୍ୟ ଏକପ୍ରକାର କଷ୍ଟପ୍ରଦ ପୀଡ଼କ ବା ବ୍ରଣ (ଦ୍ରବ୍ୟଗୁଣ କଳ୍ପଦ୍ରୁମ) —An eye-disease of infants.