Jump to content

ପୋଥି

ଉଇକିଅଭିଧାନ‌ରୁ

ପୋଥି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୁସ୍ତୀ; ପ୍ରା. ପୋଥି; ସଂସ୍କୃତ - ପୁସ୍ତିକା; ପ୍ରା. ପୋତ୍ଥିଆ)

[ସମ୍ପାଦନା]
୧. ପୁସ୍ତକ; ବହି — ୧. Book; a volume.
୨. ତାଳ ପତ୍ରରେ ଲେଖା ଗ୍ରନ୍ଥ — ୨. Palu-leaf manuscript.


[ଦ୍ରଷ୍ଟବ୍ୟ —ତାଳପତ୍ରର ଛୋଟ ପୋଥିକୁ ଖେଦା ଓ ବଡ଼ ପୁସ୍ତକକୁ ପୋଥା ବା ପୋଥି ବୋଲାଯାଏ]

୩. (ପୋଥିରେ ଲେଖା ହୋଇଥିବାରୁ)—ଶାସ୍ତ୍ର; ଧର୍ମଶାସ୍ତ୍ର — ୩. Scripture; religious treatise.

ଯୁଧିଷ୍ଟିର ବୋଇଲେ ଜାଣ ସବୁ ପୋଥା; ବହୁତ ପଚାରୁଛି ମୋ କହିବା କଥା କୃଷ୍ଣସିଂହ. ମହାଭାରତ. ସଭା

୪. ପୋଥିରେ ଲେଖା ଥିବା ବିଷୟ ପରି ଦୀର୍ଘ ବିଷୟ — ୪. Any thing long like a narrative in a book.

(ଯଥା—ମୋ ଦୁଃଖ କହିଲେ ଗୋଟିଏ ପୋଥି ହେବ)