ପୋଥି ଗାଦି
ଦେଖଣା
ପୋଥି ଗାଦି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପୋଥି ଗାଦି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଭାଗବତ ଗଦି; ଧର୍ମ ପୁସ୍ତକମାନ ଏକତ୍ର ରଖାଯାଇ ପ୍ରତିଦିନ ପୂଜା କରାଯାଉଥିବା — ୧. A collection of scriptures put on a seat and worshiped daily.
- ୨. ଲାଇବ୍ରେରୀ; ବହୁ ଗ୍ରନ୍ଥ ସଂଗ୍ରହ —୨. Library.