Jump to content

ପୋଦ୍ଦାର୍

ଉଇକିଅଭିଧାନ‌ରୁ

ପୋଦ୍ଦାର୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଫୌତା=ଭୁକର, ଖଜଣା; ଫୋତାହାର=ଯେ ରାଜସ୍ୱ ଟଙ୍କା ପରୀକ୍ଷା କରେ)

[ସମ୍ପାଦନା]
୧. ଟଙ୍କା କୃତ୍ରିମ କି ଭଲ ତାହା ପରୀକ୍ଷା କରିବା ବ୍ୟକ୍ତି — ୧. A person who sets coins; poddar.
୨. ତହବିଲ୍ଦାର୍ କର୍ମଚାରୀ —୨. A cash keeper; cashier.
୩. ବଣିଆ; ସ୍ୱର୍ଣ୍ଣ ରୌପ୍ୟ ବ୍ୟବସାୟୀ ବଣିକ — ୩. Goldsmith; jeweller.
୪. ମୁଦ୍ରା ବ୍ୟବସାୟୀ; ଅର୍ଥବଣିକ — ୪. Money-changer; banker.