ପୋପ୍
ଦେଖଣା
ପୋପ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]ଖ୍ରାଷ୍ଟିୟାନ୍ମାନଙ୍କ ରୋମାନ୍ କାଥଲିକ୍ ସଂପ୍ରଦାୟର ଧର୍ମଗୁରୁ —Pope
[ଦ୍ରଷ୍ଟବ୍ୟ —ଏହାଙ୍କ ଆସ୍ଥାନ ଇଉରୋପର ଇଟାଲୀ ଦେଶର ରୋମ ନଗରରେ ଖ୍ରାଷ୍ଟିୟ ଚତୁର୍ଦ୍ଦଶ ଶତାଦ୍ଦୀ ପର୍ଯ୍ୟନ୍ତ ସଭ୍ୟଜଗତର ସବୁ ଖ୍ରୀଷ୍ଟିୟାନ୍ମାନଙ୍କର ଏ ଧର୍ମଗୁରୁ ଥିଲେ; କିନ୍ତୁ ଖ୍ରା. ପଞ୍ଚଦଶ ଶତାଦ୍ଦୀରେ ଜର୍ମାନୀରେ ଲୁଥର ନାମକ ଜଣେ ଖ୍ରାଷ୍ଟିୟାନ୍ ଧର୍ମସଂସ୍କାରକଙ୍କ ପ୍ରଚାରିତ ଶିକ୍ଷା ଯୋଗୁଁ କେବଳ ରୋମାନ୍ କାଥଲିକ୍ ସଂପ୍ରଦାୟ ଉପରେ ପୋପଙ୍କର ଆଧିପତ୍ୟ ରହିଲା ମହାରାଜାମାନଙ୍କ ଅଭିଷେକ ଓ ଦୈନନ୍ଦିନ ନିତି ପରି ପୋପଙ୍କ କାର୍ଯ୍ୟମାନ ଆଡ଼ମ୍ୱର ସହକାରେ ସମାହିତ ହୁଏ ଓ ପୋପଙ୍କ ନହରକୁ ଭାଟିକାନ୍ ବୋଲାଯାଏ]