ପୋବାର
ଦେଖଣା
ପୋବାର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ପୋ ବାଆର, ପୁଅ ବାଆର, ପଅ ବାଆର—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପଶାଖେଳର ଦାନାବିଶେଷ; ୧୩: ସଂଖ୍ୟକ— ଦାନ; ପୁଅବାର —୧. A throw of dice resulting in the turning up of points ୧୩.
[ଦ୍ରଷ୍ଟବ୍ୟ —ଗୋଟିଏ କାଠିରେ ୬, ଅନ୍ୟଟିରେ ୬ ଓ ଆଉ ଗୋଟିକରେ ୧ ବିନ୍ଦୁ (ବା ପୁଅ) ପଡ଼ିଲେ ଏହି ଦାନ ହୁଏ]
- ୨. (ଲକ୍ଷଣାର୍ଥ) ସୁଯୋଗ — ୨. (figurative) Oppertunity.
- ୩. ଆନନ୍ଦ ବା ମଉଜର ବେଳ — ୩. Time of cheer or rejoicing.
- ୪. ସୌଭାଗ୍ୟ —୪. Good luck.