ପୋର୍ଟମାନ୍
ଦେଖଣା
ପୋର୍ଟମାନ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା][ପୋର୍ଟ ମେନ୍, ପୋର୍ଟ ମ୍ୟାନ୍ ପୋର୍ଟ ମାଣ୍ଟୁ(ଣ୍ଟେ)—ଅନ୍ୟରୂପ]
ବୈଦେଶିକ - ବିଶେଷ୍ୟ - (ଇଂ ଓ ଫ୍ରେଞ୍ଚ୍, ପୋର୍ଟ ମାଣ୍ଡୋ)
[ସମ୍ପାଦନା]ଚମଡ଼ା ବାକ୍ସ; ଲୁଗା ପଟା ରଖିବା ପାଇଁ ବ୍ୟବହୃତ ଚମଡ଼ାର ବାକସ —Leathern box; port mantean.
[ଦ୍ରଷ୍ଟବ୍ୟ —ଏ ମଦ ପ୍ରଥମେ ସ୍ପେନ୍ ଦେଶର ପୋର୍ଟୂଗାଲ ଓ ଓପୋଟା ନଗରମାନଙ୍କରେ ପ୍ରସ୍ତୁତ ହେଉ ଥିବାରୁ ସେହି ନଗରମାନଙ୍କ ନାମ ଅନୁସାରେ ଏ ମଦର ନାମକରଣ ହୋଇଅଛି]