ପୋଲଇ
ଦେଖଣା
ପୋଲଇ
ଉଚ୍ଚାରଣ
[ସମ୍ପାଦନା](ପୋଲେଇ, ପଲାଇ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପଲେଇ; ରାଜସେବକ ବିଶେଷ — ୧. Name of a class of king's servants.
- ୨. ଶୂଦ୍ରମାନଙ୍କର ବଂଶୋପାଧି— ବିଶେଷ —୨. Family-title of a some ṡūdras.
[ଦ୍ରଷ୍ଟବ୍ୟ —ପୋଲେଇ ବା ପୁଲେଇ ଶୂଦ୍ରମାନଙ୍କ ବଂଶୋପାଧି ଅଟେ ଚଷାମାନେ ଆପଣାର ବଂଶୋପାଧିକୁ ବଦଳାଇ କ୍ରମଶଃ ମହାଲାୟକ, ଖଣ୍ଡାଏତ, କରଣ ଓ କ୍ଷତ୍ରିୟ ହେବା ପାଇଁ ଚେଷ୍ଟା କରିବାର ଦୃଶ୍ୟ ଓଡ଼ିଶାରେ ବିରଳ ନୁହେଁ]