ପୋଲା
ଦେଖଣା
ପୋଲା
ଉଚ୍ଚାରଣ
[ସମ୍ପାଦନା](ନିଦା—ବିପରୀତ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଣ—(ସଂସ୍କୃତ - ପ୍ର+ସ୍ଫାର ବା ସ୍ଫାୟ ଧାତୁ=ସ୍ଫୀତ ହେବା; ସଂସ୍କୃତ - ପୋଲ=ଫୁଲୁକାରପଟୀ(ହିନ୍ଦୀ - ଶ.)
[ସମ୍ପାଦନା]- ୧. ଫମ୍ଫା —୧. Hollow.
- ୨. ଅନ୍ତଃସାରଶୂନ୍ୟ —୨. Emptied of the inner substace or kernel.
- ୩. ଅସାର; ସାରହୀନ —୩. Unsubstantial.
- ୪. ଯାହା ପାଇଁ ଧନ ଲାଗେ ନାହିଁ, ଫୋକଟ; ମାଗଣା; ଅଯତ୍ନ— ଲବ୍ଧ; ମୋଫତ —୪. Gratis; gratuitous; free; got without labour or trouble.
ଅନୁବାଦ
[ସମ୍ପାଦନା]ପୋଲା
|
- ୫. ରେଜିଷ୍ଟରୀ ହୋଇ ନଥିବା (ଦସ୍ତାବିଜ) — ୫. Unregistered (document)
(ଯଥା—ପୋଲ ତମସୁକ, ପୋଲା କବା(ବା)ଲା, ପୋଲା ଦଲିଲ, ପୋଲା ଦସ୍ତାବିଜ)