Jump to content

ପୋଲାରେ ଖାଇ ମେଲାରେ ଶୋଇବା

ଉଇକିଅଭିଧାନ‌ରୁ

ପୋଲାରେ ଖାଇ ମେଲାରେ ଶୋଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - (ପ୍ରବଚନ)

[ସମ୍ପାଦନା]
୧. ପରାନ୍ନ ଭୋଜନ କରି ପର ଘରେ ଶୋଇବା —୧. To dine at the table of others and sleep in the house of others.
୨. (ଲକ୍ଷଣାର୍ଥ) ବେପରେଇ ହୋଇ ଚଳିବା; କିଛି ଅର୍ଜନ ନ କରି ପୋଲାଫାଙ୍କିଆ ହୋଇ ଚଳିବା —୨. (figurative) To live at the expense of other people.