ପୋଲା ଖିଆ
ଦେଖଣା
ପୋଲା ଖିଆ
ଉଚ୍ଚାରଣ
[ସମ୍ପାଦନା](ପୋଲାଭାତୁଆ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ପୋଲା ଖିଆ
|
ଦେଶଜ - ବିଶେଷଣ -
[ସମ୍ପାଦନା]ଯେଉଁ ବ୍ୟକ୍ତି ପର ଉପରେ ପଡ଼ି ମାଗଣା ଭୋଜନ କରେ; ପରାନ୍ନଭୋଜୀ; ମୋଫତଖିଆ; ମୋଫତ ଖୋର୍ —Hanger on; dependent on another's bounty for one's food; living at another's expense.