ପୋଲା ପଇଠ
ଦେଖଣା
ପୋଲା ପଇଠ
ଉଚ୍ଚାରଣ
[ସମ୍ପାଦନା]ପୋଲା ପୈଠ, ପେଲା ଅସୁଲ ଅନ୍ୟରୂପ
ଅନୁବାଦ
[ସମ୍ପାଦନା]ପୋଲା ପଇଠ
|
ଦେଶଜ - ବିଶେଷ୍ୟ - (କଚିରିଆ)
[ସମ୍ପାଦନା]ଋଣ ବାବଦକୁ କିଛି ନଗଦ ଟଙ୍କା ପଇଠ ଦେବା ପାଇଁ କାତକ ଅକ୍ଷମ ଥିବା ସ୍ଥଳେ ତମସୁକର ମିଆଦ ବଜାଏ ରଖିବାପାଇଁ ଖାତକଠାରୁ ନଗଦ ଧନ ନ ନେଇ ଋଣ ତମସୁକ ପୃଷ୍ଠରେ ଯେଉଁ ଅସୁଲ ପ୍ରସଙ୍ଗ ଲେଖି ଦିଏ —A formal endorsement of payment on the back of a bond to save hmitation though no actual payment is made by the debtor.