Jump to content

ପୋଲା ଫାଙ୍କିଆ

ଉଇକିଅଭିଧାନ‌ରୁ

ପୋଲା ଫାଙ୍କିଆ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଦାୟିତ୍ୱ ଜ୍ଞାନଶୂନ୍ୟ — ୧. Irresponsible.
୨. ନଷ୍କର୍ମା —୨. Idle; doing nothing.
୩. ଯେ ମାଗଣାରେ ବା ଆପଣକୁ ପରିଶ୍ରମ ନ କରାଇ ପରଦ୍ୱାରା କାମ ଉଠାଇ ନିଏ —୩. Getting one's work done without personal trouble or expense.