ପୋଲ୍
ଦେଖଣା
ପୋଲ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]- ୧. ଭୂମିର ଇଂରାଜି ଦୈର୍ଘ୍ୟ ମାପ— ବିଶେଷ —୧. Pole; a unit of lineal English land measure.
[ଦ୍ରଷ୍ଟବ୍ୟ —ଇଂରାଜି ପୋଲ୍ ଶବ୍ଦର ଅର୍ଥ ବାଉଁଶ ଦଣ୍ଡ ବା ପଦିକା ଇଂରାଜି ପୋଲର୍ ଲମ୍ୱ=୫ ୧/୨: ଗଜ ୧ ବର୍ଗ ପୋଲ=୩ ୧/୨: ବର୍ଗ ଗଜ ୪ ବର୍ଗ ପୋଲ=୧ ରୁଡ଼୍ ୪ରୁଡ଼=୧ ଏକର]
- ୨. ପୋଲଣ୍ଡ ଦେଶବାସୀ ବ୍ୟକ୍ତି — ୨. A Pole; inhabitant of Poland.
- ୩. ପୃଥିବୀର କଳ୍ପିତ ମେରୁ ଦଣ୍ଡର ଅଗ୍ର; ମେରୁ — ୩. The pole of the earth.