ପୋଳୁଅ
ଦେଖଣା
ପୋଳୁଅ
ଉଚ୍ଚାରଣ
[ସମ୍ପାଦନା]ପୋଳ୍ହୁଅ, ପୋହଳ, ପୋହୁଳ ଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ପଳବ; ଅନ୍ୟ ସଂସ୍କୃତ - ନାମ ପଞ୍ଜରା— ଖେଟ) ===
ମାଛ ଧରିବା ଉପଯୋଗୀ ବଂଶଶଳାକା ନିର୍ମିତ, ଗୋଟିଏ ମୁଖ ସରୁ ଛିଦ୍ର ବିଶିଷ୍ଟ ଓ ଅପର ମୁଖ ଟୋକେଇ ପରି ମେଲାଥିବା ଯନ୍ତ୍ରବିଶେଷ —A basket-like contrivance or coop made of bamboo laths like an upturned tub open at both ends, one end narrower than the other, which is put in shallow water and the fish inside which are caught by groping with the hands.
[ଦ୍ରଷ୍ଟବ୍ୟ —ଏହା ଦୁଇ ପ୍ରକାରର ଦେଖାଯାଏ ବାଉଁଶ କାଠିଦ୍ୱାରା ନିର୍ମିତ ପୋଳୁଅକୁ କାଠି ପୋଳୁଅ କହନ୍ତି ଓ ଜାଲଦ୍ୱାରା ଘେରା ହୋଇଥିବା ପୋଳୁଅକୁ ଜାଲ ପୋଲୁଅ (ହିନ୍ଦୀ - ଟାପ) କହନ୍ତି ଅଳ୍ପ ପାଣି ଥିବା ସ୍ଥାନରେ ପୋଲୁଅକୁ ମଡ଼ାଇଲେ ତହାଦ୍ୱାରା ଅଧିକୃତ ସୀମାରେ ମାଛଙ୍କୁ ଦରାଣ୍ଡି ଧରିବାକୁ ହୁଏ]