ପୋଶ୍
ଦେଖଣା
ପୋଶ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]- ୧. (ଫାରାସୀ - ପୋଶ୍= ଯହିଁରେ ପାଦ ଆଦି ସ୍ଥାପିତ ହୁଏ= ପାଦୁକା; ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୂତ; ଯଥା ପାଉଁପୋଶ୍)—କାଦୁଅ ବା ଧୂଳି ଲାଗି ଥିବା ଜୋତା ବା ଗୋଡ଼ ତଳିପାକୁ ପୋଛିବା ନିମନ୍ତେ ବ୍ୟବହୃତ ଅଖାର ବା କତାର ଆସନ —୧. A door-mat used as a brush or cushion for rubbing the soleson.
(ଯଥା—ପାଁପୋଶ, ପାଉଁପୋଶ୍)
- ୨. (ଫାରାସୀ - ପୋଶ୍= ପରିଚ୍ଛଦ; ପୋଷାକ; ଅନ୍ୟ ଶବ୍ଦ ସଙ୍ଗେ ଲାଗେ ଯଥା—ଗରମ ପୋଶ୍; ଖୋର୍ପୋଶ୍)—ପୋଷାକକ; ପରିଚ୍ଛଦ — ୨. Dress; raiment.
[ଦ୍ରଷ୍ଟବ୍ୟ —ପରିଚ୍ଛଦ ଅର୍ଥରେ ପୋଶ୍ ଶବ୍ଦ ଫାରସୀ ଭାଷାରୁ ଆସି ନାହିଁ; ଏ ଶବ୍ଦ ଭାରତ ବର୍ଷରେ ପ୍ରଥମେ ବ୍ୟବହୃତ ହୋଇ ପରେ ଫରାସୀ ଭାଷାରେ ଚଳିଅଛି ହିନ୍ଦୀ - ଶ.]