ପୋଷକ
ଦେଖଣା
ପୋଷକ
ଉଚ୍ଚାରଣ
[ସମ୍ପାଦନା](ପୋଷିକା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଂ. (ପୁଷ୍ ଧାତୁ+ କର୍ତ୍ତୃ. ଅକ)
[ସମ୍ପାଦନା]- ୧. ପ୍ରତିପାଳନକାରୀ —Nourishing; cherishing; maintaining.
- ୨. ଯେ ଆଣି ଘରେ ପାଳିଥାଏ —୨. Rearing.
- ୩. (ଆଇନ୍) (କୌଣସି ଦାବୀ ବା ଉକ୍ତିର) ସମର୍ଥନକାରୀ — ୩. (law) Supporting (a claiw or statement).
- ୪. ସହାୟକ —୪. Helping.
- ୫. ବର୍ଦ୍ଧକ (ହିନ୍ଦୀ - ଶ.) —୫. Increasing.
ବିଶେଷ୍ୟ -
[ସମ୍ପାଦନା]ପ୍ରତିପାଳକ ବ୍ୟକ୍ତି —Supporter; maintainer.