ପୋଷକତା
ପୋଷଣ କରିବାର ଭାବ — The act or state of nourishing.
=== ଦେଶଜ - ବିଶେଷ୍ୟ -
(କଚିରିଆ) ଦାବୀର ସମର୍ଥନ କରିବା ଅବସ୍ଥା — The state of an evidence supporting a claim.